Rate this book
What to read after NEPATHYA NAYIKA?
Hello there! I go by the name Robo Ratel, your very own AI librarian, and I'm excited to assist you in discovering your next fantastic read after "NEPATHYA NAYIKA" by DR SUMANT KUMAR PADHI! 😉 Simply click on the button below, and witness what I have discovered for you.
ତୁମେ ହିଁ ମୋ ସ୍ୱର ବର୍ଣ୍ଣ
ତୁମେ ହିଁ ମୋ ବ୍ୟଞ୍ଜନ ବର୍ଣ୍ଣ
ତୁମେ ହିଁ ମୋ ଯୁକ୍ତାକ୍ଷର
ତୁମେ ହିଁ ମୋ ଶବ୍ଦ ବ୍ରହ୍ମ
ଓଡ଼ିଆ ସାହିତ୍ୟ ଜଗତର ନବୋଦିତ ଅନ୍ୟତମ ତାରକା ଡ଼ଃ ସୁମନ୍ତ କୁମାର ପାଢୀ ପେଷାରେ ଡାକ୍ତର ହେଲେ ମଧ୍ୟ କବିତାର ନିଶାରେ ମତୁଆଲା ପ୍ରେମସିକ୍ତ କବି। ତାଙ୍କ ଲେଖନୀର ସରୁ ଧାର କେବେ ମୁମୂର୍ଷୁ ଦେହରେ ପ୍ରାଣର ସଂଚାର କରେ ତ କେବେ ନେପଥ୍ୟ ନାୟିକାର ହୃଦୟରେ ଅନାବିଳ ପ୍ରେମ। ବ୍ୟସ୍ତ ବହୁଳ ଜୀବନ ଜୀବିକାର ଝରକାଦେଇ ଟିକେ ଆରାମ ଖୋଜୁ ଖୋଜୁ ଆବିଷ୍କାର କରନ୍ତି ନିଜକୁ ଶବ୍ଦର ସମୀକରଣରେ । ପ୍ରେମିକା ପାଇଁ କବିତାର ଗୁଞ୍ଜନ ପାଲଟିଯାଏ ଇତିହାସ ତାଙ୍କ ଲେଖନୀ ମୁନରେ ଏକ ସଂକଳନର ରୂପ ନେଇ।
ପ୍ରେମ ଓ ସାହିତ୍ୟର ତାଙ୍କ ଏଇ ପ୍ରଥମ ଅର୍ଘ୍ୟ ସବୁଦିନ ଜଳୁଥିବ ଜନମାନସରେ, ଏହା ହିଁ ଆଶା ଓ ପ୍ରାର୍ଥନା ।
Are you curious to discover the likelihood of your enjoyment of "NEPATHYA NAYIKA" by DR SUMANT KUMAR PADHI? Allow me to assist you! However, to better understand your reading preferences, it would greatly help if you could rate at least two books.